Meaning : ବେଶ୍ୟା ବା ଛିଣ୍ଡାଳି ସ୍ତ୍ରୀମାନଙ୍କର ଦଲାଲି କରୁଥିବା ବ୍ୟକ୍ତି
Example :
କେତେକ ଭାଡ଼ୁଆ ନିରୀହା ଝିଅଙ୍କୁ ନିଜର ଶିକାର ବନାନ୍ତି
Synonyms : ଭାଡ଼ୁଆ
Translation in other languages :
Meaning : ଦୋକାନି ସହ ସାମିଲ୍ ହୋଇଥିବା ଦଲାଲ
Example :
ଦଲାଲର କଥାରେ ପଡ଼ିବାରୁ ମୁଁ ଦୋକାନି ଦ୍ୱାରା ଠକିଗଲି
Translation in other languages :
Meaning : ସଉଦା କିଣିବା ବା ବିକିବାବେଳେ ଯେଉଁଲୋକ କିଛି ପାରିଶ୍ରମିକ ନେଇ ସାହାଯ୍ୟ କରେ
Example :
ଦଲାଲ ମାଧ୍ୟମରେ ମୁଁ ଏହି ଗାଡ଼ି କିଣିଛି
Synonyms : ଏଜେଣ୍ଟ
Translation in other languages :