Meaning : ଶ୍ରଦ୍ଧା, ଭକ୍ତି, ଓ ବିନମ୍ରତାପୂର୍ବକ ଦେବତା, ଦେବମୂର୍ତ୍ତି ଅଥବା ବଡ଼ମାନଙ୍କୁ କରାଯାଉଥିବା ସାକ୍ଷାତକାର
Example :
ଆମେ ମହାତ୍ମାଜୀଙ୍କ ଦର୍ଶନ କରିବାପାଇଁ ଯାଉଛୁ
Translation in other languages :
Meaning : ଆଖିରେ କୌଣସି ବ୍ୟକ୍ତି,ବସ୍ତୁ ଆଦିର ହେଉଥିବା ବୋଧ
Example :
କାମର ବ୍ୟସ୍ତତା କାରଣରୁ ଏକ ମାସ ହେଲା ବାପାଙ୍କ ଦର୍ଶନ ହୋଇନାହିଁ
Translation in other languages :
Meaning : ସେହି ବିଚାରଧାରା ଯେଉଁଥିରେ ପ୍ରକୃତି,ଆତ୍ମା,ପରମାତ୍ମା ଓ ଜୀବନର ଅନ୍ତିମ ଲକ୍ଷ୍ୟ ଆଦିର ବିବେଚନା ହୋଇଥାଏ
Example :
ବୌଦ୍ଧ ଦର୍ଶନ ଅନୁସାରେ ସଂସାର କ୍ଷଣଭଙ୍ଗୁର
Translation in other languages :
A belief (or system of beliefs) accepted as authoritative by some group or school.
doctrine, ism, philosophical system, philosophy, school of thought