Meaning : ସଚ୍ଚା ଚିତ୍ରଣ ବା ପ୍ରତିବିମ୍ବ
Example :
ଜଣେ ଭଲ ମିତ୍ର ଦର୍ପଣଭଳି କାରଣ ସେ ଭଲ ଓ ମନ୍ଦ ଉଭୟ ବିଷୟରେ ଦର୍ଶାଇଥାଏ
Translation in other languages :
Meaning : ଯେଉଁ ମୁଦିରେ କାଚ ଲାଗିଛି
Example :
ସୀତା ନିଜ ହାତର ଅନାମିକାରେ ପିନ୍ଧିଥିବା ଦର୍ପଣକୁ ବାରମ୍ବାର ଦେଖୁଥିଲା
Translation in other languages :
वह अँगूठी जिसमें शीशा जड़ा हो।
सीता अपने हाथ की अनामिका में पहनी हुई आरसी को बार-बार निहार रही थी।Meaning : ଯେଉଁ କାଚରେ ମୁହଁଆଦି ଦେଖନ୍ତି
Example :
କେତେକ ଝିଅ ନିଜ ପର୍ସରେ ଦର୍ପଣ ରଖନ୍ତି
Translation in other languages :
Polished surface that forms images by reflecting light.
mirror