Meaning : ପ୍ରତି ମାସରେ ମିଳୁଥିବା ବେତନ
Example :
ଅରୁଣଙ୍କୁ ମାସିକ ବେତନ ଦଶ ହଜାର ମିଳୁଛି
Synonyms : ମାସିକ ଦରମା, ମାସିକ ବେତନ
Translation in other languages :
प्रति मास मिलनेवाला वेतन।
अरुण को दस हज़ार मासिक वेतन मिलता है।Meaning : କୌଣସି କାମ କରିବା ବଦଳରେ ଏକ ନିର୍ଦ୍ଦିଷ୍ଟ ଅବଧିରେ ଦିଆଯାଉଥିବା ଧନ
Example :
ସେ ବହୁତ କମ ଦରମାରେ କାମ କରୁଛି
Translation in other languages :
Something that remunerates.
Wages were paid by check.