Subscribe
URL of the page has been copied to clipboard.
Meaning : ରହିରହି ହେଉଥିବା କଷ୍ଟ
Example : ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ
Synonyms : ପୀଡ଼ା, ଯନ୍ତ୍ରଣା
Translation in other languages :हिन्दी English
रह-रहकर उठनेवाला दर्द।
A sudden sharp feeling.
Meaning : ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ
Example : ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
Synonyms : ପୀଡ଼ା
Meaning : ଅଧିକ ଖଟା ହୋଇଥିବାରୁ କୌଣସି ବସ୍ତୁ ଚୋବାଇ ପାରୁନଥିବା(ଦାନ୍ତ)
Example : ତେନ୍ତୁଳି ଖାଇବାରୁ ମୋ ଦାନ୍ତ ଦରଜ ହେଲା
Synonyms : ଟକ, ଧରିଗଲା
Translation in other languages :हिन्दी
अधिक खट्टे होने से कोई वस्तु न चबा सकने वाला (दाँत)।
Install App