Meaning : କାମରେ ଆସିବା ବା ଲାଗିବା
Example :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
Synonyms : ଖର୍ଚ୍ଚହେବା, ବ୍ୟବହାର ହେବା, ଲାଗିବା
Translation in other languages :
Meaning : କୌଣସି ଜିନିଷର ଆବଶ୍ୟକତା ବା ଦରକାର ହେବା
Example :
ଆମକୁ କିଛି ନୂଆ ଜିନିଷର ଆବଶ୍ୟକତା ରହିଛି
Synonyms : ଆବଶ୍ୟକତା ରହିବା, ପ୍ରୟୋଜନ ହେବା
Translation in other languages :
* किसी की आवश्यकता या ज़रूरत होना।
हमें कुछ नई वस्तुओं की आवश्यकता है।