Meaning : ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା
Example :
ଆମେ ନିଜର ଇଚ୍ଛାକୁ ଦମନ କରୁ ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ
Synonyms : ଚ୍ପାଇ ରଖିବା, ଦବାଇବା, ଦବେଇକି ରଖିବା, ଦମନ କରିବା
Translation in other languages :