Meaning : କାହା ଉପରେ କୌଣସି ଆଡ଼ୁ ଏହି ପ୍ରକାର ଜୋର ଦେବା ଯେମିତି ତାହା ପଛକୁ ଘୁଞ୍ଚିଯିବ
Example :
କମ୍ପ୍ୟୁଟର ଚଳାଇବାପାଇଁ ଗୁଲୁ ତାର ବଟନ ଦବେଇଲା
Synonyms : ଚିପିବା
Translation in other languages :
किसी पर किसी ओर से इस प्रकार ज़ोर पहुँचाना कि उसे पीछे हटना पड़े।
कम्प्यूटर चालू करने के लिए गोलू ने उसका बटन दबाया।Exert pressure or force to or upon.
He pressed down on the boards.Meaning : କାହା ଉପରେ ଏପରି ଜୋର ଦେବା ଯେ ସେ କିଛି କରିପାରିବ ନାହିଁ
Example :
ଗୁଣ୍ଡାମାନେ ସମଗ୍ର ବସ୍ତିକୁ ଡରେଇ ଧମକେଇ କରି ଦବେଇଲେ
Translation in other languages :
Meaning : ପ୍ରତିଯୋଗିତାରେ ପିଛାଡିବା
Example :
ଖେଳ ପ୍ରତିଯୋଗିତାରେ ସୌରଭ ବରୁଣକୁ ଦବେଇଦେଲା
Synonyms : ପକେଇବା, ପିଛାଡ଼ିବା, ଭାରି ପଡ଼ିବା
Translation in other languages :
Meaning : ବଢ଼ୁଥିବା ବେଗ, ବିରୋଧ ଆଦିକୁ ଦମନ କରିବା
Example :
ପୋଲିସ ହରତାଳକାରୀମାନଙ୍କୁ ଲାଠି ଚାର୍ଜ କରି ଦବେଇଲେ
Synonyms : ଚପେଇଦେବା, ପ୍ରସମିତ କରିବା, ଶାନ୍ତ କରିବା
Meaning : ଉପର ଭାଗରେ ଏହି ପ୍ରକାର ଭାର ରଖିବା, ଯେମିତି କୌଣସି ଜିନିଷ ତଳକୁ ଦବିବ ବା ଏପଟସେପଟ ହୋଇ ପାରିବ ନାହିଁ
Example :
ଛେନାର ମୁଣ୍ଡା ତିଆରି କରିବାପାଇଁ ତାକୁ କନାରେ ବାନ୍ଧିକି ଶିଳ ତଳେ ଦବାଯାଏ
Translation in other languages :
Exert pressure or force to or upon.
He pressed down on the boards.