Meaning : ତୁଳା ଭିଣା ଚରଖାର ମଝିରେ ଲାଗିଥିବା କାଠ
Example :
ଜେଜେ ଦଣ୍ଡାକୁ ପାଲିଶ କରୁଛନ୍ତି
Translation in other languages :
Meaning : ଦୋଳିର ସେହି ଚାରିଖଣ୍ଡ କାଠ ବା ଡୋରର କ୍ରମ ଯାହା ଉପରେ ବସିବାପାଇଁ ପଟା ରଖାଯାଇଥାଏ
Example :
ଦୋଳି ଝୁଲୁଥିବା ସମୟରେ ଦଣ୍ଡା ଛିଡ଼ିଗଲା
Translation in other languages :
झूले की वे चारों लकड़ियाँ या डोरी की लड़ें जिन पर बैठने की पटरी रखी जाती है।
झूला झूलते समय डाँड़ी टूट गयी।