Meaning : ଦାନ୍ତଦ୍ୱାରା କାଟିବା କ୍ରିୟା
Example :
ବିଷାକ୍ତ କୀଟମାନଙ୍କ ଦଂଶନରୁ ଶରୀର ଉପରେ ଜାଗାଜାଗାରେ ଫୁଲା ଆସିଯାଇଛି
Translation in other languages :
Meaning : ବିଛା, ମହୁମାଛିଆଦି କୀଟମାନଙ୍କର ପଛରୁ ବାହାରିଥିବା ବିଷାକ୍ତ କଣ୍ଟା ଯାହା ଜୀବମାନଙ୍କର ଶରୀରରେ ପଶି ବିଷ ବିସ୍ତାର କରେ
Example :
ତାକୁ ବିଛା ଦଂଶନ କଲା
Translation in other languages :
A sharp organ of offense or defense (as of a wasp or stingray or scorpion) often connected with a poison gland.
stinger