Meaning : ଚେହେରା (ନିନ୍ଦାର୍ଥକ ପ୍ରୟୋଗ)
Example :
ନିଜ ଥୋଡ଼ି ପ୍ରଥମେ ଦର୍ପଣରେ ଦେଖିକରି ଆସ
Translation in other languages :
Meaning : ଓଠ ତଳର ଗୋଲହୋଇ ତଳୁ ଉପରକୁ ଉଠି ଥିବା ଭାଗ
Example :
ତା ଥୋଡ଼ି ଉପରେ କଟା ଦାଗ ଅଛି
Translation in other languages :
Meaning : ଥୋଡ଼ିର ବା ଥୋଡ଼ି ସହ ସମ୍ବନ୍ଧିତ
Example :
ଦୁର୍ଘଟଣା କରଣରୁ ତାର ଥୋଡ଼ିକୁ ଅପରେଶନ କରିବାକୁ ପଡ଼ିଲା
Synonyms : ତଳ ଓଠ
Translation in other languages :
ठोढ़ी का या ठोढ़ी से संबंधित।
दुर्घटना के कारण उसका ठोढ़ीय आपरेशन करना पड़ा।Of or relating to the chin- or liplike structure in insects and certain mollusks.
mental