Subscribe
URL of the page has been copied to clipboard.
Meaning : ହୋଟେଲ ଆଦିରେ ଏକାଥରକେ ଥାଳିରେ ସଜେଇ ପରଶା ହେଉଥିବା ଭୋଜନ
Example : ସେ ତା ପାଇଁ ଗୁଜରାଟୀ ଥାଳି ମଗାଇଲା ଓ ମୋ ପାଇଁ ମରାଠୀ
Translation in other languages :हिन्दी English
होटल आदि में एक बार में थाली में सजाकर परोसा जाने वाला भोजन।
A main course served on a plate.
Meaning : ଖାଇବାପାଇଁ ଗୋଟିଏ ପତଳା ବାସନ
Example : ମା ପିଲାକୁ ଥାଳିରେ ଖାଦ୍ୟ ଖୁଆଉଛନ୍ତି
भोजन करने का एक छिछला बर्तन।
Dish on which food is served or from which food is eaten.
Install App