Meaning : ସ୍ନେହରେ ବା ଆରାମଦେବାପାଇଁ କାହାରି ଶରୀରରେ ଧୀରେଧୀରେ ପାପୁଲିରେ ଆଘାତ କରିବା
Example :
ମା ପିଲାଟିକୁ ସ୍ନେହରେ ଥାପୁଡ଼ୁଛି
Synonyms : କୋମଳସ୍ପର୍ଶ ଦେବା
Translation in other languages :
Meaning : କୌଣସି ବସ୍ତୁ ବା ଶରୀରର ଅଙ୍ଗ ଉପରେ ଧୀରେ ଧୀରେ ହାତ ବୁଲେଇବା
Example :
ମାଆ ସ୍ନେହଁରେ ପିଲାର ପିଠି ଆଉଁଷୁଛନ୍ତି
Synonyms : ଆଉଁଷିବା, କୋମଳ ଲଘୁସ୍ପର୍ଶ ଦେବା, ସାଉଁଳିବା
Translation in other languages :