Meaning : ଯାତ୍ରା ସମୟରେ ବ୍ୟବହାରରେ ଆସୁଥିବା ଥଳି
Example :
ଯାତ୍ରୀଥଳିରେ ଯାତ୍ରା ସମ୍ବନ୍ଧୀୟ ଜିନିଷ ରଖିଦିଅ
Translation in other languages :
Meaning : ଗୋଟିଏ ପ୍ରକାର ଛୋଟ ଥଳି
Example :
ମୋର ଟଙ୍କାଥଳି ଚୋରି ହୋଇଯାଇଛି
Synonyms : ଖିସା, ଗାଞ୍ଜିଆ, ଝୁଲି, ଟଙ୍କାଥଳି, ଥଳି, ମନିପର୍ସ୍, ମୁଣା
Translation in other languages :
A container used for carrying money and small personal items or accessories (especially by women).
She reached into her bag and found a comb.