Meaning : ସମୟର କିଛି ଅଂଶ ଯାହା ଗଣତିବେଳେ ଏକ ବୋଲି ଗଣାଯାଏ
Example :
ମୁଁ ତାକୁ କେତେଥର ଫୋନ କରିଛି ମହାବୀର ସକାଳୁ ତିନିଥର ଖାଇଲାଣି
Translation in other languages :
Meaning : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
Example :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
Translation in other languages :
Meaning : ସଂଖ୍ୟା ବିଚାରଦ୍ୱାରା ବନ୍ଧୁକରୁ ଗୋଳି ଚଲାଇବା କ୍ରିୟା
Example :
ପୋଲିସ ଚାରିଥର ଗୋଳି ଚଳାଇଲେ
Synonyms : ରାଉଣ୍ଡ୍
Translation in other languages :