Subscribe
URL of the page has been copied to clipboard.
Meaning : ଅବହେଳା କିମ୍ବା ଭୁଲ୍ ବିଚାର କାରଣରୁ ହେଉଥିବା କାମ
Example : ତୁମକୁ ଏହି ଭୁଲ୍ର ଦଣ୍ଡ ନିଶ୍ଚୟ ମିଳିବ ରମା ପିତାଙ୍କଠାରେ ନିଜ ଭୁଲ୍ପାଇଁ କ୍ଷମା ମାଗିଲା
Synonyms : ଅପରାଧ, ଅଶୁଦ୍ଧି, ଭୁଲ୍
Translation in other languages :हिन्दी English
वह कार्य जो लापरवाही या ग़लत विचार के कारण होता है।
A wrong action attributable to bad judgment or ignorance or inattention.
Meaning : ଅସାବଧାନତା କାରଣରୁ କାର୍ଯ୍ୟର କୌଣସି ଏକ ଅଂଶ ଉପରେ ଧ୍ୟାନ ନଦେବା ବା ତାକୁ ସଂପୂର୍ଣ୍ଣ ନ କରିବା କ୍ରିୟା
Example : ଯଦି ଆପଣ ମୁଣ୍ଡ ସ୍ଥିର ରଖିବେ ତା ହେଲେ କାମରେ ଅବହେଳା ହେଇନଥାନ୍ତା
Synonyms : ଅବହେଳା, ଗଫଳତି
असावधानता के कारण कार्य के किसी अंग पर ध्यान न जाने या उसके रह जाने की क्रिया।
A mistake resulting from neglect.
Install App