Meaning : ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ ଏହି ତିନି କାଳକୁ ଜାଣୁଥିବା ବା ଦେଖୁଥିବା ବ୍ୟକ୍ତି
Example :
ତ୍ରିକାଳଜ୍ଞ ଯାହାକିଛି ଏହାଙ୍କ ବିଷୟରେ କହିଥିଲେ ତାହା ସବୁ ସତ ହେଲା
Synonyms : ତ୍ରିକାଳଜ୍ଞ
Translation in other languages :
भूत, भविष्य और वर्तमान इन तीनों कालों को जानने या देखने वाला व्यक्ति।
त्रिकालज्ञ ने जो कुछ भी उसके बारे में बताया था वह सब सही निकला।