Meaning : ସନ୍ତୁଷ୍ଟ ବା ତୃପ୍ତ କରିବା ଯୋଗ୍ୟ
Example :
ବ୍ରାହ୍ମଣ ଯଜମାନକୁ ତୋଷଣୀୟ ସାମଗ୍ରୀଗୁଡ଼ିକର ତାଲିକା ଧରାଇଦେଲେ
Synonyms : ତୃପ୍ତିକାରକ, ତୋଷ୍ୟ
Translation in other languages :
Meaning : ସୁଖ ସମ୍ବନ୍ଧୀୟ ବା ସୁଖକର
Example :
ସଂସାରରେ ସମସ୍ତେ ସୁଖକର ଦ୍ରବ୍ୟ ଉପାର୍ଜନରେ ଲାଗିପଡ଼ିଛନ୍ତି
Synonyms : ତୃପ୍ତିକାରକ, ତୋଷ୍ୟ, ସୁଖକର
Translation in other languages :