Meaning : ଭାଲ ଭଳି ଏକ ପ୍ରାଚୀନ ଅସ୍ତ୍ର
Example :
ମୁଁ ପ୍ରଥମ ଥରପାଇଁ ସଂଗ୍ରହାଳୟରେ ତୋମର ଦେଖିଲି
Translation in other languages :
Meaning : ବାର ମାତ୍ରା ଥିବା ଗୋଟିଏ ଛନ୍ଦ
Example :
ତୋମର ଛନ୍ଦର ଶେଷରେ ଗୋଟିଏ ଗୁରୁ ଏବଂ ଗୋଟିଏ ଲଘୁ ଥାଏ
Synonyms : ତୋମର ଛନ୍ଦ
Translation in other languages :
Meaning : ରାଜପୂତ କ୍ଷତ୍ରିୟମାନଙ୍କର ଏକ ପ୍ରାଚୀନ ରାଜବଂଶ
Example :
ରାଜା ମାନସିଂହ ତୋମର ବଂଶର ଥିଲେ
Translation in other languages :