Meaning : ତୋପରୁ କ୍ଷେପଣ କରାଯାଉଥିବା ଗୋଳା
Example :
ସୈନିକମାନେ ଶତ୍ରୁଉପରେ ତୋପଗୋଳା ବର୍ଷଣ କଲେ
Synonyms : କ୍ଷେପଣାସ୍ତ୍ର
Translation in other languages :
A solid projectile that in former times was fired from a cannon.
cannon ball, cannonball, round shot