Meaning : ସବୁଆଡ଼େ ଘଷିଘଷି ଲଗାଇବାର କ୍ରିୟା
Example :
ସେ ତେଲମାଲିସ ପରେ ହିଁ ଗାଧାନ୍ତି
Synonyms : ତୈଳମର୍ଦ୍ଦନ
Translation in other languages :
Kneading and rubbing parts of the body to increase circulation and promote relaxation.
massageMeaning : ତେଲର ମାଲିସ
Example :
ସେ ନିଜ ଛୋଟ ପିଲାକୁ ସବୁଦିନେ ତେଲମାଲିସ କରନ୍ତି
Synonyms : ତୈଳ ମର୍ଦ୍ଦନ
Translation in other languages :
Kneading and rubbing parts of the body to increase circulation and promote relaxation.
massageMeaning : ତେଲ ଲଗାଇବାର କ୍ରିୟା
Example :
ରମେଶ ଖରାରେ ବସି ତୈଳମର୍ଦ୍ଦନ କରୁଛି
Synonyms : ତେଲ ଲଗାଇବା, ତୈଳମର୍ଦ୍ଦନ
Translation in other languages :