Subscribe
URL of the page has been copied to clipboard.
Meaning : ସମାନାନ୍ତର ବା ସିଧା ନୁହେଁ
Example : ଏହି କାଗଜକୁ ତେରଛା କାଟ
Synonyms : ତୀର୍ଯକ, ତେଢ଼ା
Translation in other languages :हिन्दी English
तिरछे ढंग से।
In a diagonal manner.
Meaning : ଯିଏ ସମାନାନ୍ତର ବା ସିଧା ନୁହେଁ
Example : ଶୀଘ୍ର ସହର ପହଞ୍ଚିବାପାଇଁ ଆମକୁ ବଙ୍କା ରାସ୍ତାଦେଇ ଯିବାକୁ ପଡ଼ିବ ସେ ନିଜର ଉତ୍ତରପୁସ୍ତିକା ଉପରେ ବଙ୍କା ରେଖା ଟାଣୁଅଛି
Synonyms : ତେଢ଼ା, ବଙ୍କା
Translation in other languages :हिन्दी
जो समानांतर या सीधा न हो।
Install App