Meaning : ଦଶରେ ତିନି ମିଶିଲେ ମିଳୁଥିବା ସଂଖ୍ୟା
Example :
ସାତ ଓ ଛଅ ମିଶି ତେର ହୁଏ
Synonyms : ୧୩
Translation in other languages :
The cardinal number that is the sum of twelve and one.
13, baker's dozen, long dozen, thirteen, xiiiMeaning : କୌଣସି ଇଂରେଜୀ ମାସର ତ୍ରୟୋଦଶତମ ଦିନରେ ପଡ଼ୁଥିବା ତାରିଖ
Example :
ଏମାସ ତେର ତାରିଖରେ ହୋଲି ପଡ଼ୁଛି
Synonyms : ତେର ତାରିଖ