Meaning : ଡାଳଚିନି ଜାତିର ଏକ ଗଛର ପତ୍ର ଯାହା ଖାଦ୍ୟ ମସଲା ରୂପରେ ବ୍ୟବହାର ହୁଏ
Example :
ତେଜପତ୍ର ବ୍ୟବହାରରେ ଭୋଜନ ସ୍ୱାଦିଷ୍ଟ ହୁଏ
Translation in other languages :
Dried leaf of the bay laurel.
bay leafMeaning : ଡାଳଚିନ ଭଳି ଏକପ୍ରକାରର ଚିରହରିତ ଗଛ ଯାହାର ପତ୍ରକୁ ତେଜପତ୍ର ବୋଲି କହନ୍ତି
Example :
ତେଜପତ୍ରକୁ ମସଲା ରୂପେ ବ୍ୟବହାର କରାଯାଏ
Synonyms : ତେଜ ଗଛ
Translation in other languages :
Small Mediterranean evergreen tree with small blackish berries and glossy aromatic leaves used for flavoring in cooking. Also used by ancient Greeks to crown victors.
bay, bay laurel, bay tree, laurus nobilis, true laurel