Subscribe
URL of the page has been copied to clipboard.
Meaning : ଯାହାର ଇଚ୍ଛା ବା ବାସନା ପୂର୍ଣ୍ଣ ହୋଇଯାଇଛି
Example : ମୁଁ ଆପଣଙ୍କ ଦର୍ଶନପାଇ ତୃପ୍ତ ହୋଇଗଲି
Synonyms : ତୁଷ୍ଟ, ତୋଷିତ, ପରିତୁଷ୍ଟ, ସନ୍ତୁଷ୍ଟ
Translation in other languages :हिन्दी English
जिसकी इच्छा या वासना पूरी हो चुकी हो।
Satisfied or showing satisfaction with things as they are.
Meaning : ସଫଳତା ପାଇବା କାରଣରୁ ଯାହାଙ୍କ ମୁହଁର କାନ୍ତି ରକ୍ତାଭ ହୋଇଯାଇଥାଏ
Example : ତାଙ୍କର ମନୋହର ଚେହେରା କେବେବି ଭୁଲି ପାରିବି ନାହିଁ
Synonyms : ଆନନ୍ଦ, ପ୍ରସନ୍ନ, ପ୍ରୀତିକର, ମନୋହର, ହର୍ଷ
Translation in other languages :हिन्दी
सफलता पाने के कारण जिसकी मुँह की लाली रह गई हो।
Install App