Meaning : ଚାନ୍ଦ୍ର ମାସର କୌଣସି ପକ୍ଷର ତୃତୀୟ ତିଥି
Example :
ଭାଦ୍ର ମାସ ଶୁକ୍ଳ ପକ୍ଷର ତୃତୀୟାରେ ସ୍ତ୍ରୀଲୋକମାନେ ବ୍ରତ କରନ୍ତି ଏବଂ ଏହି ବ୍ରତକୁ ହରିତାଳିକା କୁହାଯାଏ
Synonyms : ତୃତୀୟା ତିଥି
Translation in other languages :
An amount of time.
A time period of 30 years.