Meaning : ଯେ ତୂରୀ ବଜାଇବାରେ ନିପୁଣ ବା ଯେ ତୂରୀ ବଜାଏ
Example :
ସେ ଜଣେ କୁଶଳ ତୂରୀ ବଜାଳି
Synonyms : ତୂରୀ ବଜାଳି, ତୂରୀ ବାଦକ, ତୂର୍ଯ୍ୟ ବାଦକ
Translation in other languages :
वह जो तुरही बजाने में निपुण हो या तुरही बजाता हो।
वह एक कुशल तुरहीवादक है।