Meaning : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ତୁଳାରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ତୁଳାରାଶିରେ ଥାଏ
Example :
ତୁଳାରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ସାଧାରଣ ହେବ
Synonyms : ତୁଳା
Translation in other languages :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य तुलाराशि में हो।
तुलाराशिवालों के लिए यह वर्ष सामान्य है।Meaning : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ସପ୍ତମ ରାଶି
Example :
ତୁଳାରାଶିର ଚିହ୍ନ ନିକିତି ଅଟେ
Synonyms : ତୁଳା
Translation in other languages :
The seventh sign of the zodiac. The sun is in this sign from about September 23 to October 22.
balance, libra, libra the balance, libra the scales