Subscribe
URL of the page has been copied to clipboard.
Meaning : ଜିଭର ଗୋଟିଏ ରୋଗ
Example : ବାତରୋହିଣୀରେ ଜିଭ ଉପରେ ଚାରିଆଡେ କଣ୍ଟା ଭଳି ମାଂସ ଫଳି ଯାଏ
Synonyms : ସଳିସିମା
Translation in other languages :हिन्दी
जीभ का एक रोग।
Meaning : ଯେଉଁ ରୋଗରେ ଗାଲର ଭିତର ପାଖ ସିଝି ଯାଏ
Example : ତୁଣ୍ଡଘା ଯୋଗୁଁ ମୁଁ କିଛି ଭଲରେ ଖାଇପାରୁନାହିଁ
एक रोग जिसमें गालों के अंदर सूजन हो जाती है।
Meaning : ପାଟି ଭିତରେ ହେଉଥିବା ଫୋଟକା
Example : ତୁଣ୍ଡଘା କାରଣରୁ ମୋତେ କିଛି ଖାଇବାକୁ ଅସୁବିଧା ହେଉଛି
Synonyms : ପାଟିଘା
मुँह के भीतरी भाग में होने वाले छाले।
Install App