Meaning : ଧର୍ମଭାବରୁ ପୂଜା, ଉପାସନା କିମ୍ବା ଦର୍ଶନପାଇଁ ଲୋକମାନେ ଯାଉଥିବା ପବିତ୍ର ସ୍ଥାନ ଯାହା ଧର୍ମଗ୍ରନ୍ଥଦ୍ୱାରା ସ୍ୱୀକୃତ
Example :
ପୁରୀ ଏକ ପ୍ରସିଦ୍ଧ ହିନ୍ଦୁ ତୀର୍ଥ ସ୍ଥାନ
Synonyms : ତୀର୍ଥ କ୍ଷେତ୍ର, ତୀର୍ଥ ସ୍ଥଳ, ପୁଣ୍ୟ କ୍ଷେତ୍ର, ପୁଣ୍ୟ ଭୂମି, ପୁଣ୍ୟ ସ୍ଥଳୀ, ପୁଣ୍ୟ ସ୍ଥାନ
Translation in other languages :
धर्म-ग्रंथों द्वारा मान्य वह पवित्र स्थान जहाँ लोग धर्मभाव से पूजा, उपासना या दर्शन के लिए जाते हैं।
वाराणसी एक प्रसिद्ध हिन्दू तीर्थ स्थान है।A place of worship hallowed by association with some sacred thing or person.
shrineMeaning : ଦେବ ସ୍ଥାନ ବା ପୁଣ୍ୟ ସ୍ଥାନ
Example :
ବୈଦ୍ୟନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ବୈଦ୍ୟନାଥ କ୍ଷେତ୍ର ଯାଉଥିଲେ
Synonyms : କ୍ଷେତ୍ର, ତୀର୍ଥ କ୍ଷେତ୍ର, ତୀର୍ଥ ଧାମ, ତୀର୍ଥ ସ୍ଥଳ
Translation in other languages :