Meaning : ବହୁ ତୀବ୍ର ହୋଇଥିବା ଘାତକ ବିଷ
Example :
ଉଗ୍ର ବିଷ ଖାଇଦେବା କାରଣରୁ ଚିକିତ୍ସକ ବି ତାକୁ ବଞ୍ଚାଇ ପାରିଲେ ନାହିଁ
Synonyms : ଉଗ୍ର ବିଷ, ହଳାହଳ ବିଷ
Translation in other languages :
Any substance that causes injury or illness or death of a living organism.
poison, poisonous substance, toxicant