Meaning : ତେଜ ବା ପ୍ରଖର
Example :
ଏହି କାମ କରିବା ନିମନ୍ତେ ତୀକ୍ଷ୍ଣ ବୁଦ୍ଧିର ଆବଶ୍ୟକତା ରହିଛି
Synonyms : ଉଗ୍ର, ତୀକ୍ଷ୍ଣ, ତେଜ, ପ୍ରଖର, ଶାଣିତ
Translation in other languages :
Having or demonstrating ability to recognize or draw fine distinctions.
An acute observer of politics and politicians.Meaning : ଶୀଘ୍ର ଚାଲିବା ବାଲା ବା ଯେଉଁଥିରେ ବେଗ ରହିଥାଏ
Example :
ସେ ବହୁତ ଦ୍ରୁତ ଗତିରେ ନିଜର ଗନ୍ତବ୍ୟ ସ୍ଥଳକୁ ଚାଲିଗଲା ସେଇଟା ଉଡ଼ନ୍ତା ସାପ
Translation in other languages :