Meaning : ଗାଳି କରିବାର ଭାବ ବା ପ୍ରକ୍ରିୟା
Example :
ଆଜି ତାଙ୍କୁ ବହୁତ ଭର୍ତ୍ସନା ମିଳିଛି
Translation in other languages :
Meaning : କିଛି ଅନୁଚିତ କାର୍ଯ୍ୟ ପାଇଁ ତିରସ୍କାର କରିବାର ପ୍ରକ୍ରିୟା
Example :
ପତିର ଭର୍ତ୍ସନାରେ ଆହତ ପତ୍ନୀ ଆତ୍ମହତ୍ୟା କରିଦେଲାରାଜା ପଳାୟନକାରୀ ସୈନ୍ୟଙ୍କୁ ଭର୍ତ୍ସନା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ନିନ୍ଦା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ତିରସ୍କାର କଲେ
Translation in other languages :
Meaning : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
Example :
ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
Synonyms : କଟୂବାକ୍ୟ, ଗାଳି, ଭର୍ତ୍ସନା
Translation in other languages :
An act or expression of criticism and censure.
He had to take the rebuke with a smile on his face.