Meaning : ଯେଉଁ ସ୍ଥାନରୁ ତିନି ଆଡ଼କୁ ଯିବାପାଇଁ ରାସ୍ତା ଥାଏ
Example :
ଏହି ତିନିଛକିରେ ତାଙ୍କ ଚା ଦୋକାନ
Translation in other languages :
Meaning : ତିନୋଟି ରାସ୍ତା ମିଳିଥିବା ସ୍ଥାନ
Example :
ସେ ତ୍ରିଛକି ଉପରେ ଗୋଟିଏ ଛୋଟ ପାନ ଦୋକାନ ଖୋଲିଛି
Synonyms : ତେଛକି, ତେମୁହାଣୀ, ତ୍ରିଛକି
Translation in other languages :
वह स्थान जहाँ तीन रास्ते मिलते हैं।
उसने तिराहे पर एक छोटी पान की दुकान खोल रखी है।