Meaning : ଅସ୍ତିତ୍ୱକୁ ଆଣିବା
Example :
କୁମ୍ଭାର ମାଠିଆ ଗଢ଼ୁଛି
Synonyms : ଗଢ଼ିବା, ନିର୍ମାଣ କରିବା
Translation in other languages :
अस्तित्व में लाना।
कुम्हार घड़े बनाता है।Meaning : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
Example :
ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
Synonyms : ଉତାରିବା
Translation in other languages :