Meaning : ଦୁଇ ହାତର ପାପୁଲି ପିଟିବାରୁ ଉତ୍ପନ୍ନ ହେଉଥିବା ଶବ୍ଦ
Example :
ତାଳିର ଫଟଫଟ ଶବ୍ଦରେ କୋଠରୀ କମ୍ପି ଉଠିଲା
Synonyms : କରତଳ ଧ୍ୱନି, କରତାଳି
Translation in other languages :
दोनों फैली हुई हथेलियों को पीटने से उत्पन्न शब्द।
तालियों की गड़गड़ाहट से कमरा गूँज उठा।A clap of the hands to indicate approval.
handclapMeaning : ଶବ୍ଦ କରିବାପାଇଁ ଗୋଟିଏ ପାପୁଲିରେ ଅନ୍ୟ ପାପୁଲିଦ୍ୱାରା ଆଘାତ କରିବା କ୍ରିୟା
Example :
ପିଲାମାନେ ତାଳି ବଜାଉଥିଲେ
Translation in other languages :
A clap of the hands to indicate approval.
handclapMeaning : ଚଷମା କାଚର ଏକ ପାଖ
Example :
ଫ୍ରେମ୍ରେ ତାଳି ଭଲଭାବରେ ବସି ନାହିଁ
Translation in other languages :