Subscribe
URL of the page has been copied to clipboard.
Meaning : ଗାଇବା ବଜାଇବାରେ ତାଳର ଧ୍ୟାନ ରଖୁ ନ ଥିବା
Example : ସେ ବେତାଳିଆ ବଜାଳି, କେବଳ ଢୋଲକୁ ପିଟିବା ଜାଣେ
Synonyms : ବେତାଳିଆ, ବେତାଳୁଆ
Translation in other languages :हिन्दी
गाने-बजाने में ताल का ध्यान न रखने वाला।
Meaning : ଯେଉଁଥିରେ ତାଳର ଠିକ ଏବଂ ସମ୍ପୂର୍ଣ୍ଣ ଧ୍ୟାନ ରହେନାହିଁ
Example : ତାର ଗାଇବା-ବଜାଇବା ବେତାଳ
Synonyms : ବେତାଳ
जिसमें ताल का ठीक और पूरा ध्यान न रहे।
Install App