Subscribe
URL of the page has been copied to clipboard.
Meaning : ପ୍ରାୟତଃ ମିଳାମିଶାରୁ ଉତ୍ପନ୍ନ ହେଉଥିବା ସମ୍ପର୍କ
Example : ଆଜିକାଲି ସେ ଦୁହିଁଙ୍କ ମଧ୍ୟରେ ବହୁତ ତାଳମେଳ ଅଛି
Synonyms : ମନମେଳ, ମେଳାପ, ସୌହାର୍ଦ୍ୟ
Translation in other languages :हिन्दी
प्रायः मिलते रहने से उत्पन्न संबंध।
Meaning : କେତେକ ତତ୍ତ୍ୱର ସଂଯୋଗରେ ହେଉଥିବା ଜ୍ଞାନର ଜଟିଳ ରଚନା
Example : ଆପଣଙ୍କ ଲେଖାରେ କିଛି ତାଳମେଳ ନାହିଁ
Synonyms : ସଂଯୋଗ
Translation in other languages :हिन्दी English
* ज्ञान का ऐसा जटिल संयोजन जैसे कि तत्त्व और उनके मिश्रण।
The complex composition of knowledge as elements and their combinations.
Meaning : କାର୍ଯ୍ୟ ଓ କାରଣର ସଂଗତି ବା ନିର୍ବାହ
Example : ସମନ୍ୱୟ ରହିଲେ ସମସ୍ୟା ଆଉ କେଉଁଠି ରହିବ?
Synonyms : ସମନ୍ୱୟ, ସୁସଂପର୍କ
कार्य एवं कारण की संगति या निर्वाह।
The regulation of diverse elements into an integrated and harmonious operation.
Install App