Meaning : ସେହି ବାଦ୍ୟ ଯାହାର ଦୁଇଭାଗ ମଧ୍ୟରୁ ଗୋଟିକୁ ଅନ୍ୟ ଉପରେ ଆଘାତ କରି ବଜାଯାଏ
Example :
ମଞ୍ଜିରା ଏକ ତାଳବାଦ୍ୟ
Synonyms : ଘନବାଦ୍ୟ
Translation in other languages :
A musical instrument in which the sound is produced by one object striking another.
percussion instrument, percussive instrument