Meaning : କିଷ୍କିନ୍ଧ୍ୟାର ବାନର ରାଜା ଯେ ସୁଗ୍ରୀବଙ୍କ ବଡ଼ ଭାଇ ଓ ଅଙ୍ଗଦଙ୍କ ପିତା ଥିଲେ
Example :
ଭଗବାନ ରାମ ବାଳୀକୁ ମାରିଥିଲେ
Synonyms : କପିନ୍ଦ୍ର, ତାରାପତି, ବାଳୀ, ସୁଗ୍ରୀବାଗ୍ରଜ
Translation in other languages :
An imaginary being of myth or fable.
mythical beingMeaning : ଶ୍ରୀରାମଙ୍କର ମିତ୍ର ଥିବା ଏବଂ ରାମ - ରାବଣ ଯୁଦ୍ଧରେ ରାମଙ୍କୁ ବହୁତ ସହାୟତା କରିଥିବା ବାନର ମାନଙ୍କର ରାଜା
Example :
ସୁଗ୍ରୀବ କିଷ୍କିଦାର ଅଧିପତି ଥିଲେ
Synonyms : ଅର୍କତନୟ, ତାରାପତି, ମର୍କଟପାଳ, ସୁଗ୍ରୀବ
Translation in other languages :
An imaginary being of myth or fable.
mythical being