Meaning : (ଜ୍ୟୋତିର୍ବିଜ୍ଞାନ) ଉତ୍ତପ୍ତ ଗ୍ୟାସଗୁଡ଼ିକଦ୍ୱାରା ଗଠିତ ଯେଉଁ ଜ୍ୟୋତିର୍ମୟ ପିଣ୍ଡ ମଧ୍ୟବର୍ତ୍ତୀ ତାପନାଭିକୀୟ ପ୍ରତିକ୍ରିୟାର ଫଳସ୍ୱରୂପ ଶକ୍ତି ଜାତହୁଏ
Example :
ସୂର୍ଯ୍ୟ ଗୋଟିଏ ତାରକା
Synonyms : ତାରକା
Translation in other languages :
(astronomy) a celestial body of hot gases that radiates energy derived from thermonuclear reactions in the interior.
starMeaning : ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ
Example :
ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି
Translation in other languages :
Any celestial body visible (as a point of light) from the Earth at night.
starMeaning : ବାଳି ନାମକ ମାଙ୍କଡ଼ର ସ୍ତ୍ରୀ
Example :
ଅଙ୍ଗଦ ବାଳି ଓ ତାରାଙ୍କ ପୁତ୍ର ଥିଲେ
Translation in other languages :
An imaginary being of myth or fable.
mythical beingMeaning : ଚନ୍ଦ୍ରଙ୍କ ପଥରେ ପଡ଼ୁଥିବା ସତେଇଶଟି ସ୍ଥିର ତାରାପୁଞ୍ଜ ଯାହାଙ୍କର ଭିନ୍ନଭିନ୍ନ ରୂପ ବା ଆକାର ମାନିନିଆଯାଇଛି ଓ ଯେଉଁମାନଙ୍କର ଅଲଗା ଅଲଗା ନାମ ରହିଛି
Example :
ନକ୍ଷତ୍ରମାନଙ୍କ ସଂଖ୍ୟା ସତେଇଶ
Translation in other languages :
A configuration of stars as seen from the earth.
constellationMeaning : ରୁପେଲି କିମ୍ବା ସୁନେଲି ଧାତବ ପାତର ଗୋଲାକାର ଛୋଟଛୋଟ ଖଣ୍ଡ
Example :
ଶାଢୀରେ ଲଗାଯାଇଥିବା ଚୁମୁକି ଝିଲ୍ମିଲ୍ କରୁଛି
Translation in other languages :
Meaning : ଆଖି ମଝିର କଳା ଭାଗ
Example :
ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ
Synonyms : ଆଖିତାରା, ଆଖିପୁଅ, କନୀନିକା, ନେତ୍ର ପିତୁଳା, ପିତୁଳା
Translation in other languages :
Meaning : ବୃହସ୍ପତିଙ୍କ ସ୍ତ୍ରୀ
Example :
ପୁରାଣାନୁସାରେ ଥରେ ଚନ୍ଦ୍ର ତାରାଙ୍କୁ ଅପହରଣ କରି ନେଇଥିଲେ
Translation in other languages :
An imaginary being of myth or fable.
mythical being