Subscribe
URL of the page has been copied to clipboard.
Meaning : ତରଳ ପଦାର୍ଥ ମାପିବା ନିମନ୍ତେ ମଧ୍ୟଯୁଗରେ ବ୍ୟବହୃତ ହେଉଥିବା ଗୋଟିଏ ପାତ୍ର
Example : ଆଧୁନିକ ଯୁଗରେ ତାମ୍ବୀର ବ୍ୟବହାର ହେଉନାହିଁ
Synonyms : ତାମୀ
Translation in other languages :हिन्दी
तरल पदार्थों को मापने का एक मध्ययुगीन पात्र।
Meaning : ତମ୍ବାର ତସଲା
Example : ମା ତାମ୍ବୀରେ ଡାଲି ତିଆରି କରୁଛନ୍ତି
Synonyms : ତାଂବୀ
ताँबे का तसला।
Install App