Subscribe
URL of the page has been copied to clipboard.
Meaning : କାନରେ ପିନ୍ଧା ଯାଉଥିବା ଫୁଲ ଆକାରର ଗୋଟିଏ ଗହଣା
Example : ସୀତା ତାଟକ ପିନ୍ଧିବାକୁ ପସନ୍ଦ କରେ
Synonyms : କର୍ଣ୍ଣପୂର, କାନକାପ, କାନଫୁଲ ବିଶେଷ, ତାଟକ, ତାଡ଼କ
Translation in other languages :हिन्दी English
कान में पहनने का फूल के आकार का एक गहना।
Jewelry to ornament the ear. Usually clipped to the earlobe or fastened through a hole in the lobe.
Meaning : କାନର ଏକ ଗହଣା
Example : ତାଙ୍କ କାନରେ କାନଫୁଲ ଶୋଭାପାଉଥିଲା
Synonyms : ଅବତଂସ, କର୍ଣ୍ଣପୂର, କାନଫୁଲ
कान का एक गहना।
Install App