Meaning : ଶାହଜାହାନ୍ ତିଆରି କରିଥିବା ଆଗ୍ରାର ଏକ ପ୍ରସିଦ୍ଧ ଐତିହାସିକ ମହଲ
Example :
ସୌନ୍ଦର୍ଯ୍ୟଯୋଗୁଁ ତାଜମହଲ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇଯାଇଛି
Synonyms : ତାଜମହଲ
Translation in other languages :
Beautiful mausoleum at Agra built by the Mogul emperor Shah Jahan (completed in 1649) in memory of his favorite wife.
taj mahal