Meaning : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
Example :
ଖରାରେ କୂଅର ଜଳ ସ୍ତର ଖସିଯାଏ
Synonyms : ସ୍ତର
Translation in other languages :
Meaning : କୌଣସି ବସ୍ତୁର ଭିତର ତଳ ସ୍ତର
Example :
ଲୋଟାର ତଳଅଂଶରେ ଭସ୍ମ ଜମିଯାଇଛି
Translation in other languages :
Meaning : କୌଣସି ବସ୍ତୁର ତଳଭାଗ ଯାହା ଆଧାରରେ ତାହା ଅଟକି ରହେ
Example :
ଏହି କଡେଇର ତଳ ମୋଟା
Synonyms : ନିମ୍ନ ଭାଗ, ନିମ୍ନ ସ୍ଥଳ
Translation in other languages :
Meaning : ଜଳାଶୟର ତଳ ଭୂମି
Example :
ଏହି ନଦୀର ତଳ ସଫା ଦେଖାଯାଉଛି
Synonyms : ତଳି
Translation in other languages :