Meaning : କୌଣସି ବସ୍ତୁଆଦି ମାପିବାପାଇଁ ଏକ ଉପକରଣ ଯେଉଁଥିରେ ଏକ ଦଣ୍ଡର ଦୁଇ ପାଖରେ ଦୁଇଟି ପଲା ଝୁଲୁଥାଏ
Example :
କୃଷକ ଶସ୍ୟଆଦି ମାପିବାପାଇଁ ନିକିତି ରଖିଥାନ୍ତି
Synonyms : ତଉଲିବା କଣ୍ଟା, ନିକିତି
Translation in other languages :
A scale for weighing. Depends on pull of gravity.
balance