Subscribe
URL of the page has been copied to clipboard.
Meaning : କୌଣସି ବସ୍ତୁ ବା ଶରୀରର ଡାହାଣ ବା ବାମ ଭାଗ
Example : ଆପଣଙ୍କର କେଉଁ ପାର୍ଶ୍ୱରେ ଦରଜ ହେଉଛି?ଅର୍ଦ୍ଧନାରୀଶ୍ୱରର ଗୋଟିଏ ପାର୍ଶ୍ୱ ନାରୀର ତଥା ଅନ୍ୟଟି ପୁରୁଷର
Synonyms : ପାଖ, ପାର୍ଶ୍ୱ, ସାଇଡ୍
Translation in other languages :हिन्दी English
किसी वस्तु या शरीर का दाहिना या बाँया भाग।
Either the left or right half of a body.
Meaning : କର୍ତ୍ତାଙ୍କ ସମ୍ବନ୍ଧରେ କାର୍ଯ୍ୟ ଆଦିର ଅଂଶ
Example : ମୁଁ ମୋ ତରଫରୁ ସଂପୂର୍ଣ୍ଣ ଚେଷ୍ଟା କଲି
Synonyms : ପକ୍ଷ
Translation in other languages :हिन्दी
* कर्ता के संबंध से क्रिया आदि का हिस्सा।
Install App