Meaning : ନଦୀ, ସମୁଦ୍ରଆଦିର ପାଣିରେ ଅଳ୍ପ ଦୂରରେ କିଛି ସମୟ ରହିରହି ଉଠୁଥିବା ଜଳରାଶି ଯାହା ବାରମ୍ବାର ଆଗକୁ ମାଡ଼ିଆସିବା ପରି ଜଣାପଡ଼େ
Example :
ସମୁଦ୍ରର ଲହଡ଼ି ବେଳାଭୂମିରେ ବାଧାପାଇ ଉପରକୁ ଉଠୁଅଛି
Translation in other languages :
One of a series of ridges that moves across the surface of a liquid (especially across a large body of water).
moving ridge, waveMeaning : ପ୍ରାକୃତିକ କିମ୍ବା କୃତିମ କାରଣରୁ ଉତ୍ପନ୍ନ ହେଉଥିବା କୌଣସି ବସ୍ତୁର ଲହରୀ ଯାହା କୌଣସି ଶରୀର ବା ବାତାବରଣରେ ଖେଳିଯାଏ
Example :
ବିଜୁଳୀରେ ମଧ୍ୟ ତରଙ୍ଗ ଥାଏ
Synonyms : ଲହରୀ
Translation in other languages :
A movement like that of a sudden occurrence or increase in a specified phenomenon.
A wave of settlers.Meaning : କାଠ, ଧାତୁଆଦିର ବଡ଼ଖଣ୍ଡ ଅଥବା ବିଭିନ୍ନ ସ୍ୱର ଉତ୍ପନ୍ନ କରି ପାରୁଥିବା ଏକ ପ୍ରକାରର ଅନ୍ୟ ଯନ୍ତ୍ରକୁ ବାଜାରୂପରେ ପ୍ରଯୁକ୍ତ କଲେ ବାହାରୁଥିବା ସଙ୍ଗୀତ
Example :
ବିରଜୁ ମହାରାଜା ଆମମାନଙ୍କୁ ଘୁଙ୍ଗୁର ତରଙ୍ଗ ଶୁଣାଇଲେ
Synonyms : ତରଂଗ
Translation in other languages :
लकड़ी, धातु आदि के विशिष्ट आकार के टुकड़ों अथवा सब स्वर उत्पन्न करनेवाले एक ही तरह के दूसरे साधनों को बाजे के रूप में प्रयुक्त करने पर उत्पन्न संगीत।
बिरजू महाराज ने हमें घुँघरू तरंग सुनाई।Meaning : ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ
Example :
କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
Translation in other languages :
Meaning : ରୋଗ ବା ପୀଡ଼ା ଆଦିର ରହି ରହି ହେଉଥିବା ବେଗ
Example :
ଯନ୍ତ୍ରଣାର ଲହର ଉଠିବା ମାତ୍ରେ ସେ ଚିତ୍କାର କରି ଉଠୁଥିଲା
Synonyms : ଲହର
Translation in other languages :
Something that rises rapidly.
A wave of emotion swept over him.