Meaning : ଝଡାଫୁଙ୍କା କରିବା ମନ୍ତ୍ର
Example :
ତନ୍ତ୍ରଶାସ୍ତ୍ର ଅନୁସାରେ ତନ୍ତ୍ର ଦୁଇ ପ୍ରକାର
Synonyms : ମନ୍ତ୍ରତନ୍ତ୍ର
Translation in other languages :
Meaning : ହିନ୍ଦୁମାନଙ୍କ ଉପାସନା ସମ୍ବନ୍ଧୀୟ ଏକ ଶାସ୍ତ୍ର
Example :
ତନ୍ତ୍ରଶାସ୍ତ୍ରର ସିଦ୍ଧାନ୍ତଗୁଡିକ ବ୍ୟବହାର କରିବା ସମୟରେ ଗୁପ୍ତ ରଖାଯାଏ
Synonyms : ତନ୍ତ୍ରବିଦ୍ୟା, ତନ୍ତ୍ରଶାସ୍ତ୍ର
Translation in other languages :
हिन्दुओं का उपासना संबंधी एक शास्त्र।
उपयोग करते समय तंत्र के सिद्धांतों को गुप्त रखा जाता है।Meaning : ସ୍ୱତନ୍ତ୍ର କିନ୍ତୁ ପରସ୍ପର ସହ ଯୋଡ଼ିହୋଇଥିବା ତତ୍ତ୍ୱର ଯେଉଁ ସମୂହଦ୍ୱାରା ଏକ ଏକକର ନିର୍ମାଣ ହୋଇଥାଏ
Example :
ଆରକ୍ଷଣଦ୍ୱାରା ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥାଏ
Synonyms : ବ୍ୟବସ୍ଥା
Translation in other languages :