Subscribe
URL of the page has been copied to clipboard.
Meaning : ତା ପରି ବା ତା ସମାନ ରୂପର
Example : ଗଣେଶଙ୍କ ଏହି ମୂର୍ତ୍ତିର ଅନୁରୂପ ଆଉ ମଧ୍ୟ ଦଶଟି ମୂର୍ତ୍ତି ଗଢ଼ିଦିଅନ୍ତୁ
Synonyms : ଅନୁରୂପ, ଅବିକଳ, ତଦନୁରୂପ, ତଦାକାର
Translation in other languages :हिन्दी English
उसी के समान या रूप का।
Having the same or similar characteristics.
Install App